ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସ୍ୱତନ୍ତ୍ର ଅଭିଯାନ
ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସ୍ୱତନ୍ତ୍ର ଅଭିଯାନ [caption id="attachment_3579" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନରେ ବା ଟ୍ରେନରେ ଅନଧିକୃତ ଯାତ୍ରୀ, ବିକ୍ରେତା…




