ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ
ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଆସନ୍ତା ଜୁଲାଇ ୧୫ରୁ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ ଆରମ୍ଭ ହେବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା…












