ବିଜୁ ଜନତା ଦଳର ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ବିଜୁ ଜନତା ଦଳର ଜୋନ୍ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ # ଚୌଦ୍ୱାର(ଏନ୍.ଏମ୍.) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ଚୌଦ୍ୱାର କଟକ ବିଜୁ ଜନତା ଦଳ ତରଫରୁ ଜୋନ୍ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । କଟକ ଜିଲ୍ଲା ୧୧ନମ୍ବର…












