ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ.ମନମୋହନ ସାମଲ
ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ. ମନମୋହନ ସାମଲ ଭୁବେନଶ୍ୱର(ଏନ୍.ଏମ୍.): କୁଜଙ୍ଗ ଥାନା ଅନ୍ତଗର୍ତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଦୀର୍ଘ ୨ ବର୍ଷ ହେଲା ଦୁଘର୍ଟଣା ଜନୀତ କ୍ଷତ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ…











