ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ
ପଞ୍ଚାୟତ ନିର୍ବାଚନକୁ ନେଇ ଚୌଦ୍ୱାର-କଟକ ବିଜେଡ଼ିର ପ୍ରସ୍ତୁତି ବୈଠକ #ଚୌଦ୍ୱାର(ଏନ୍.ଏମ୍.): ପଞ୍ଚାୟତନ ନିର୍ବାଚନରେ ସିଂହାସନ କାହାର । ଏ ନେଇ ଚାଲିଛି ଅଙ୍କକଷା । ବିଜେଡ଼ି ପକ୍ଷରୁ ସ୍ଥାନୀୟ ଆଗ୍ରାହାଟ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବିଗତ ୧୦ବର୍ଷ ମଧ୍ୟରେ…

