ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ୬ଟି ଗାମ ପଞ୍ଚାୟତ ପାଇଁ ବିଜେଡି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଙ୍ଗରାଜପୁର ଠାରେ ବିଜେଡି କଟକ ଜିଲ୍ଲା ଉପସଭାପତି ନୃସିଂହ…




