ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ, ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ: ୧୫୩ଜଣ କୃତକାର୍ଯ୍ୟ ଶ୍ରେଷ୍ଠ ୧୦ ମଧ୍ୟରେ ୩ ମହିଳା #କଟକ(ଏନ୍.ଏମ୍.): ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ…



