ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍.ଏମ୍.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୋଗଦାନ କରିବା ସହିତ ବିଭିନ୍ନ…
