ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ କଟକ(ଏନ୍‌.ଏମ୍‌.): ଅନଲାଇନରେ ଫୁଟୱେୟାର ବ୍ୟବସାୟ ଯୋଗୁଁ ଅଣ ସରକାରୀ ସଂସ୍ଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନ । ଅନଲାଇନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଥିବା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବିକ୍ରି ଏକ ପ୍ରକାର ଠପ ହୋଇ ଯାଇଛି । ଫଳରେ ସରକାରଙ୍କୁ ଜିଏସଟି ପାଉଣା ପଇଠ କରିବା ଓ କର୍ମଚାରୀଙ୍କ ଚଲାଇବା ଏକ ପ୍ରକାର…

Read More

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା: ୧୧ଟି ଜିଲ୍ଲାରେ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଅବପାତ ହେବା ସହିତ ବାତ୍ୟାର ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ରହିଛି ‘ଗୁଲାବ’ ।ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ…

Read More

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ

ଯୋବ୍ରା ବ୍ୟାରେଜରେ ଲାଗିଲା ହାତୀର ମୃତଦେହ କଟକ (ଏନ୍‌.ଏମ୍‌.): କଟକ ଯୋବ୍ରାସ୍ଥିତ ମହାନଦୀ ବ୍ୟାରେଜରେ ଆଜି ଏକ ହାତୀର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତକାଲି ନରାଜ ଠାରେ ଏକ ହାତୀ ଛୁଆ ମରି ଭାସୁଥିବାବେଳେ ତାକୁ ଉଦ୍ଧାର କରାଯାଇ ପୋତା ଯାଇଥିବାବେଳେ ଆଜି ମହାନଦୀର ଯୋବ୍ରା ବ୍ୟାରେଜ ଠାରେ ଏକ ବଡ଼ ହାତୀ ମରି ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ବ୍ୟାରେଜର ଗୋଟିଏ ଗେଟ୍ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼…

Read More