ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ
ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ ନରସିଂହପୁର(ଏନ୍.ଏମ୍.): ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟି ଗ୍ରାମର ବାଉଁସପଦା ସାହିରେ । ସୂଚନା ଅନୁଯାୟୀ ନରସିଂହପୁର-ନୟାଗଡ଼ ମୁଖ୍ୟ ରାସ୍ତାର ପାଇକବାରବାଟି ଠାରେ ଥିବା ନୂଆନାଳ ନିକଟରେ ଥିବା ଆମ୍ବ ତୋଟାକୁ ସେହି ଗ୍ରାମର ପ୍ରଫୁଲ୍ଲ ରାଉତଙ୍କ ପୁଅ ମୃତ ଶ୍ରୀକାନ୍ତ ରାଉତ(୨୦ ବର୍ଷ)ପ୍ରତିଦିନ ଗାଈ ଚରାଇବାକୁ ଯାଇଥିଲେ । ମାତ୍ର ଗତକାଲି ସନ୍ଧ୍ୟା ସମୟରେ ଗାଈ ଘରକୁ…
