ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍ଘାଟିତ
ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍ଘାଟିତ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ସମଗ୍ର ବିଶ୍ୱପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରଦୂଷଣ ନିୟନ୍ତ୍ରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍ଚରିଂ ୱାର୍କ୍ସ’ ପରିସରରେ ଓଡ଼ିଶାର ପ୍ରଥମ କମ୍ପ୍ରେସ ନେଚୁରାଲ ଗ୍ୟାସ(ସିଏନ୍ଜି) ଚାଳିତ ଟ୍ରକ ଉଦ୍ଘାଟିତ…
