ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି କଟକ(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଗଠିତ ଏନ୍.ଆର୍.ଆର୍.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିୟନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିନୟ କୁମାର ସିହ୍ନା ଯୋଗଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ସିହ୍ନା ଶ୍ରମିକମାନଙ୍କୁ ଉଦ୍ବୋଧନ…
