ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ କଟକ(ଏନ୍‌.ଏମ୍‌.): ଏକାଦଶ ତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ତା. ୩.୦୯.୨୦୨୧ ରିଖରୁ ତା. ୬.୦୯.୨୦୨୧ ରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୨୩ଜଣ ପ୍ରତିଯୋଗି ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିବିକ୍ରମ ଗୁଇଁ ଓ ସୁରିୟବୀର୍ ରାଣା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ,…

Read More

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ ଭୁବନେଶ୍ୱର (ଏନ୍‌.ଏମ୍‌.): ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ତଥା ଆବଦ୍ଧ ପୂଜାକୁ ବିରୋଧ କରି ତୁମ୍ବିତୋଫାନ ହୋଇଥିବାବେଳେ ସରକାର ଏହି ବିବାଦର ଅନ୍ତଘଟାଇଛନ୍ତି । ତେବେ ସରକାର ନିଜ ଜିଦ୍‌ରୁ ଓହରି ନାହାନ୍ତି । ତେଣୁ ଚଳିତ ବର୍ଷ ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି…

Read More

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ.ମନମୋହନ ସାମଲ

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ. ମନମୋହନ ସାମଲ ଭୁବେନଶ୍ୱର(ଏନ୍‌.ଏମ୍‌.): କୁଜଙ୍ଗ ଥାନା ଅନ୍ତଗର୍ତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଦୀର୍ଘ ୨ ବର୍ଷ ହେଲା ଦୁଘର୍ଟଣା ଜନୀତ କ୍ଷତ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟେର ବହୁବାର ଆପତ୍ତି କରିବା, ଦରଖାସ୍ତ ଦେବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ସହାୟତା ପାଇ ନଥିଲେ । ଦୀର୍ଘ ୮/୯ ମାସ…

Read More

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସ୍କାର୍ଫ, ଓଗଲ ଏବଂ ବ୍ୟାଜ ପ୍ରସ୍ତୁତ କରାଯାଇ ରାଜ୍ୟ ମୁଖ୍ୟାଳୟ ପରିସରରେ ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଚମାରୀର ବିଭିନ୍ନ ତାଲିମ ଦେବାର ଫଟୋ ପ୍ରଦର୍ଶନୀ ସହିତ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପଚମାରୀ ଦିବସର ୬୫ତମ…

Read More