ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର କଟକ (ଏନ୍‌.ଏମ୍‌.): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦକୁ ସାଧାରଣରେ ଅସନ୍ତୋଷ ତେଜିବା ପରେ ସରକାର ବାଧ୍ୟ ହୋଇ ମୁଣ୍ଡ ନୁଆଁଇଛନ୍ତି । ଏହି ଘଟଣାରେ ସରକାର ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ ପାଇଁ ଡକାଯାଇଛି ।…

Read More

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଧାନ ସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲା ଆଗତ ହୋଇଛି । ଫଳରେ ରାଜ୍ୟରେ ଦୀର୍ଘ ୩ବର୍ଷ ଧରି ଅଟକି ରହିଥିବା ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ବିଧାନସଭାରେ ନଗର ଉନ୍ନୟନ…

Read More

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ # କଟକ(ଏନ୍‌.ଏମ୍‌.): ପାର୍ବଣ ଯେତିକି ଯେତିକି ପାଖେଇ ଆସୁଛି ସରକାରଙ୍କ କରୋନା କଟକଣାକୁ ନେଇ ବିରୋଧ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବାବେଳେ ରାଜ୍ୟସରକାର କରୋନା କଟକଣା ପାଇଁ ସ୍ୱତନ୍ତ୍ର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରଖିବାକୁ କୁହାଯାଇଛି…

Read More

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ କଟକ(ଏନ୍‌.ଏମ୍‌.): ରାଜ୍ୟର ସର୍ବ ବୃହତ୍ତ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ରାଜ୍ୟସରକାର ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ଲାଗି ଯୋଜନା କରିଥିବାବେଳେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେବା ସହ ଜଣେ ରୋଗୀ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିବା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ପାରିବା…

Read More