ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ
ଧବଳେଶ୍ୱର ସେତୁ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶେଷ: ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ # କଟକ(ଏନ୍.ଏମ୍.): ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଯାତାୟତ କରିବା ଲାଗି ମହାନଦୀରେ ନିର୍ମାଣ ହେବାକୁ ଥିବା ନୂତନ ସେତୁର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗତ ୨୦୧୭ ମସିହାରେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ ନିର୍ମାଣ ବିଭାଗକୁ ୧୯ କୋଟି ୮୭ ଲକ୍ଷ ଟଙ୍କାର ଆର୍ôଥକ ଅନୁଦାନ ଯୋଗାଇ ଦିଆଯାଇଥିଲେ ହେଁ ନଦୀ ଶଯ୍ୟାର ପାଇଲିଂ…
