ପିପିଲି ଉପନିର୍ବାଚନ: ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ, ସଭାରେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି
ପିପିଲି ଉପନିର୍ବାଚନ: ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ, ସଭାରେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି # ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ନିୟନ୍ତ୍ରଣରେ ଥିବାରୁ ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପିପିଲି ଉପନିର୍ବାଚନରେ ସର୍ବାଧିକ ୭ଦିନ ପ୍ରଚାର ହେବ । ଭୋଟଗ୍ରହଣର ୭୨ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ ନିର୍ବାଚନୀ ସଭାରେ ସର୍ବାଧିକ ୧ହଜାର ଲୋକ ଏକଜୁଟ ହୋଇପାରିବେ ବୋଲି…
