ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା
ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା # ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଓଟିଏମ ଦୁର୍ଗାବଜାର ନିକଟରେ ଆଜି ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ସାଇକେଲ ଅ।।ରୋହୀଙ୍କ ମୃତ୍ୟୁ ହୋଇଛି । ଖବର ନେବାରେ ଜଣାପଡ଼ିଛି ଯେ, ଅନୁଗୁଳରୁ ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ମିନି କଣ୍ଟେନର ଆଇଚର ଟ୍ରକ ସାଇକେଲରେ ମଙ୍ଗୁଳି ଅଭିମୁଖେ ଯାଉଥିବା ବେଲେ ଦୁର୍ଗାବଜାର ଛକ ଠାରେ ଦୁର୍ଘଟଣା ଘଟିଥିଲା ।…
