ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ
ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ # କଟକ(ଏନ୍.ଏମ୍.): କଟକ ଓଡ଼ିଶା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ଜାଲ ବିଲ ର୍ୟାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଫଳରେ ଆଜି ୧୮୧୯ କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାଶ ହୋଇପାରିଛି । ଏଥିରେ ସମ୍ପୃକ୍ତ ଦୁଇ ଜଣ ମାଷ୍ଟରମାଇଣ୍ଡ ତଥା ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସଚିନ୍ଦ୍ର କୁମାର ଯାଦବ ଗିରଫ…
