ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ
ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କଟକ(ଏନ୍.ଏମ୍.) : ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କୋଭିଡ଼୍ କଟକଣା ନିୟମାନୁଯାୟୀ କଟକ ସି.ଡି.ଏ.ସ୍ଥିତ ସଂଘ କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହା ଜୁଲାଇ ମାସ…




