ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା !
ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା ! ଭୁବନେଶ୍ୱର(ଏନ୍.ଏମ୍.): ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…

