ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ
ସାପ କାମୁଡାର ଶିକାର ମଞ୍ଜୁଳାର ହେଲା ପ୍ରଥମ ସର୍ଜରୀ: ୩ୟ ସପ୍ତାହ ପରେ ହେବ ଦ୍ୱିତୀୟ ସର୍ଜରୀ କଟକ(ଏନ୍.ଏମ୍.): ମାସାଧିକ କାଳ ସାପ କାମୁଡାରେ ଗୁରୁତର ହୋଇ ଶେଷରେ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରାଇଘର ବ୍ଲକ ବାଲିଝର ଗାଁର ନାବାଳିକାର ଆଜି ପ୍ରଥମ ସର୍ଜରୀ ହୋଇଛି ।…





