କଟକ ଜିଲ୍ଲାରେ ଥମୁନି କରୋନା: ବଡମ୍ବା-ନରସିଂହପୁରରେ ୨୯ନୂତନ ପଜିଟିଭ ଚିହ୍ନଟ, ୨ମୃତ୍ୟୁ
କଟକ ଜିଲ୍ଲାରେ ଥମୁନି କରୋନା: ବଡମ୍ବା-ନରସିଂହପୁରରେ ୨୯ନୂତନ ପଜିଟିଭ ଚିହ୍ନଟ, ୨ମୃତ୍ୟୁ ନରସିଂହପୁର(ଏନ୍.ଏମ୍.): କରୋନା ମୁକାବିଲା ନେଇ ରାଜ୍ୟ ସରକାର ଯେତେ ଯାହା ପଦକ୍ଷେପ ନେଇଥିଲେ ସୁଦ୍ଧା ଅମାନିଆମାନଙ୍କ ଯୋଗୁଁ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ସମ୍ପ୍ରତି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୂଚନା ଅନୁଯାୟୀ ଆଜି ବଡମ୍ବାରେ ୧୨ଜଣ, ନରସିଂହପୁରରେ ୧୭ଜଣ ସର୍ବମୋଟ ୨୯ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନରସିଂହପୁରରେ…
