ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଚରଣ ଦାସ
ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଭକ୍ତ ଚରଣ ଦାସ ଭୁବନେଶ୍ୱର(ଏନ୍.ଏମ୍.): ପିସିସି ମୁଖିଆଙ୍କୁ ନେଇ ବହୁ କଳ୍ପନା ଜଳ୍ପନା ପରେ ଏବେ ସେସବୁର ଅନ୍ତ ଘଟିଛି। ଓଡ଼ିଶାର ବହୁ ହେଭି ୱେଟ ନେତା ପିସିସି ସଭାପତି ଦୌଡ଼ରେ ଥିବାବେଳେ ଆଜି ଅଲ ଇଣ୍ଡିଆ କଂଗ୍ରେସ କମିଟି ଭକ୍ତଚରଣ ଦାସଙ୍କୁ…