ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର
ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର ଭୁବନେଶ୍ୱର (ଏନ୍.ଏମ୍.): ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ…
