ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ
ଜଗତପୁର ଚୋରି ଘଟଣା: ୩ ଗିରଫ, ସମସ୍ତ ଚୋରି ସାମଗ୍ରୀ ଜବତ ଜଗତପୁର(ଏନ୍.ଏମ୍.): କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଉକ୍ତ ଅଞ୍ଚଳରେ ବାରମ୍ବାର ଚୋରି, ରାହାଜାନି ଭଳି ଘଟଣା ଘଟିବା ଯୋଗୁ ଅଞ୍ଚଳବାସୀ ଭୟଭୀତ…












