କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା
କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ନିରାପଦ ଜୀବନଯାପନ ପାଇଁ ମଣିଷ ଅନ୍ୟ ସହିତ ବନ୍ଧୁତା ସ୍ଥାପନ କରିଥାଏ କିନ୍ତୁ ବେଳେ ବେଳେ ଏହି ବନ୍ଧୁ ଏପରି କର୍ମ ଘଟାଇଥାଏ ଯେଉଁଥିପାଇଁ ବନ୍ଧୁତା ଶବ୍ଦଟି କଳଙ୍କ ପାଲଟିଯାଏ । ଏହିପରି କଳଙ୍କିତ ବନ୍ଧୁତ୍ୱର ନିଦର୍ଶନ ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଉଚ୍ଚପଦା ପଂଚାୟତର ନଟିମାଳ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ବସନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଜନୈକ ବ୍ୟକ୍ତି ଜଣେ…
