ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ #କଟକ(ଏନ୍‌.ଏମ୍‌.): ଆଜି ମହାନଦୀ ବ୍ୟାରେଜ ନିକଟରୁ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଆନିକୋଟ ବ୍ରିଜ ୮୪ ନମ୍ବର ଗେଟ୍‌ରେ ଶବ ଟିଏ ଲାଗି ଥିବାର ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖି ଜଗତପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ…

Read More

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ କୋଣାର୍କ (ଏନ୍‌.ଏମ୍‌.): ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ଯ୍ୟକ୍ରମରେ , ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି, କୋଣାର୍କ ସୂରକ୍ଷା ସମିତିର ସଭାପତି ବାଦଲ ଦାଶ, କୋଣାର୍କ ଏନଏସିର ବିଜେଡି ସଭାପତି…

Read More

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ କଟକ(ଏନ୍‌.ଏମ୍‌.): ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ୱାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମେ ନିଜ ହ୍ୱାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ପରେ ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍ସନ୍ କ୍ଲିକ୍ କରି…

Read More

ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ

ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ କଟକ(ଏନ୍‌.ଏମ୍‌.): ମୃତ ହାତୀର ଦାନ୍ତ ରଖିବା ଅଭିଯୋଗରେ ରେଞ୍ଜରକୁ ନିଲମ୍ବନ ହେବାକୁ ପଡ଼ିଛି । ଏଭଳି ଘଟଣା କଟକ ଜିଲ୍ଲା ଆଗଠଡ଼ ବନବିଭାଗରେ ଦେଖିବାକୁ ମିଳିଛି । ଦୀର୍ଘ ୧୪ ମାସ ତଳର ହାତୀ ମୃତ୍ୟୁ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବନବିଭାଗ ପକ୍ଷରୁ ଦନ୍ତାହାତୀକୁ ପୋତି ଦିଆଯାଇଥିବାବେଳେ ତାର ଦାନ୍ତକୁ କିନ୍ତୁ ରେଞ୍ଜର ନିଜ ପାଖରେ ରଖି…

Read More

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ କଟକ(ଏନ୍‌.ଏମ୍‌.): ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ । ସ୍କାଡ ଟାଙ୍ଗୀ ନିକଟରୁ ୮୦ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରିବା ସହ ୩ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଜଳାଙ୍ଗି ଅଞ୍ଚଳର ଲାଲଚାନ୍ଦ ମୋଲା(୨୨), ମହମ୍ମଦ ମୋକଜୁଲ…

Read More

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପାଗା ଗ୍ରାହକସେବା କେନ୍ଦ୍ରରୁ ଡକାୟତି କରିବା ଘଟଣାରେ ଏକ ଆନ୍ତଃଜିଲ୍ଲା ଡକାୟତି ଦଳର ୪ ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳର ଦୁଇ ଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦)ଙ୍କ ସମେତ ଚିକୁ ଓରଫ ଖଗେଶ୍ୱର ଜେନା(୨୭),…

Read More

ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍‌

ଭଦ୍ରକରେ ଆତଙ୍କ: ଗୁଳି ଫୁଟାଇ ମେଡ଼ିସିନ ଷ୍ଟୋରରୁ ଲୁଟ୍‌ ଭଦ୍ରକ(ଏନ୍‌.ଏମ୍‌.): ଦିନକୁ ଦିନ ଭଦ୍ରକ ଏବେ ଅସୁରକ୍ଷିତ ହୋଇ ଗଲାଣି । ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମଣିଲେଣି । ଏପରିକି ଦୁବୃତ୍ତମାନେ ଗୁଲି ଫୁଟାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଲୁଟ କରିବା ଘଟଣା ଜାଣିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଲେଣି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଆରଡି ଛକରେ…

Read More

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌ କଟକ(ଏନ୍‌.ଏମ୍‌.): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏଥି ସହିତ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ…

Read More

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ ଭୁବନେଶ୍ୱର(ଏନ୍‌.ଏମ୍‌.): ବେଆଇନ ଭାବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏବେ ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ବିଭିନ୍ନ ସ୍ଥାନରେ ଥିବା ଆପାଟମେଣ୍ଟର ସହିତ ରହିଛି ସୁଉଚ୍ଚ ଅଟ୍ଟାଳିକା । ରାଜଧାନୀ ଭୁବନେଶ୍ୱରରେ ୪ଟି ଜାଗାରେ ରହିଛି ସୁଉଚ୍ଚ ଅଟ୍ଟାଳିକା । ତେବେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା…

Read More

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ କଟକ(ଏନ୍‌.ଏମ୍‌.): କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଛି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଦୁର୍ଭାଗ୍ୟଜନକ ବୋଲି କଟକ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା…

Read More

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ

ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପଦ୍ମପୁର ଅଞ୍ଚଳରେ ବେଆଇନ୍ ଭାବେ ବିସ୍ଫୋରକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଛି । ଏଥିସହ ଘରେ ରଖିଥିବା ଘଟଣାରେ ପୁଲିସ୍ ବାଣ ମାଲିକକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ପଦ୍ମପୁର ଅଞ୍ଚଳର ଫକିର ଚରଣ ନାୟକ ବୋଲି ଜଣାପଡ଼ିଛି । ପୁଲିସ୍ ସୂଚନା ଅନୁଯାୟୀ, ମାନବ ଜୀବନ ପାଇଁ ବିପଦ ରହିଥିବା ବାଣ…

Read More

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ

ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍‌ସିର ଚଢାଉ ଜଗତପୁର (ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ସହର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ନିମ୍ନମାନର ଲଡୁ କାରଖାନା ଉପରେ ଚଢାଉ କରାଯାଇଛି । ସେହିଭଳି କଟକ ବାଦାମବାଡ଼ି ଅଞ୍ଚଳରେ ମଧ୍ୟ କେଏଫସି କାଉଣ୍ଟରରେ ଚଢ଼ାଉ କରାଯାଇ ବାସୀ ପାଉଁରୁଟି ସହିତ କ୍ରିସପି ଚିକେନ ମଧ୍ୟ ଜବତ କରାଯାଇଛି । ତେବେ ଏଭଳି ଏକ…

Read More