ବେଆଇନ ଜୁଆ ଆଡାରେ ଚଢ଼ାଉ: ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ ସହ ୩୦ଜଣ ଗିରଫ

ବେଆଇନ ଜୁଆ ଆଡାରେ ଚଢ଼ାଉ: ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ ସହ ୩୦ଜଣ ଗିରଫ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଓ ସ୍ପେସାଲ ସ୍କ୍ୱାଡ ମିଳିତ ଭାବେ ବେଆଇନ ଜୁଆ ଆଡା ଉପରେ ଚଢାଉ କରି ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣା ପଡିଛି । ସୁଚନା ଅନୁଯାୟୀ, କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଗତ…

Read More

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୁଲିସ୍ ପଞ୍ଝାରେ ୭ଜଣ ଚୋର ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ନାବାଳକ ଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଦୋକାନ, ଘର, ଓ ମନ୍ଦିରମାନଙ୍କରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ତେବେ ବାରମ୍ବାର ଚୋରି ହେବା ନେଇ ଅଭିଯୋଗ ହେବା ନେଇ ପୁଲିସର ନିଦ ହଜିଯାଇଥିଲା । ଗତ ୧୩ ତାରିଖ ଦିନ…

Read More

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ ଜଗତପୁର(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ ନାବାଳିକା, ଯୁବତୀ ଆଦି ଅସଦାଚରଣର ଶିକାରରୁ ବର୍ତ୍ତି ପାରି ନାହାନ୍ତି । କେଉଁଠି ରାଗିଂର ଶିକାର ହେବାକୁ ପଡ଼ୁଛି ତ ଆଉ କେଉଁଠି ରାସ୍ତାରେ ଯିବାବେଳେ ବି ବିଭିନ୍ନ ପିଲାଙ୍କ ଠାରୁ ଅଶ୍ଳିଳ ଇଙ୍ଗିତ ଆଦି ମିଳୁଛି । କେବଳ ସେତିକି ନୁହେଁ ଝିଅମାନଙ୍କୁ ପ୍ରେମଜାଲରେ ଫସାଇ ପ୍ରତାରଣା ଦେବା ଭଳି ଘଟଣା ମଧ୍ୟ ବହୁଳ ଭାବେ ଘଟି ଚାଲିଛି । ତେଣୁ ଆଜିର ଦିନରେ…

Read More

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା ଡମପଡ଼ା(ଏନ୍‌.ଏମ୍‌.): ଗତ ସମବାୟ ନିର୍ବାଚନ ମତଦାନବେଳେ ଜୋର ଜବରଦସ୍ତ ପଶି ମତଦାନ ଦେବା ଅଭିଯୋଗରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଡମପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହାର ପ୍ରତି ବାଦରେ ଆଜି ଶତାଧିକ କଂଗ୍ରେସ କର୍ମୀ ବାଙ୍କୀ ଥାନା ସମ୍ମୁଖରେ ଧାରଣାରେ ବସି ଧର୍ମଘଟ କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୨୩ତାରିଖରେ ସମବାୟ ନିର୍ବାଚନ…

Read More

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ହନିଟ୍ରାପ୍ ତଥା ବ୍ଲାକମେଲିଂ କ୍ୱିନ ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢ଼ାଉ ଆରମ୍ଭ ହୋଇଛି । ସେ ବ୍ଲାକମେଲିଂ ଓ ହନିଟ୍ରାପ ଜରିଆରେ କୋଟି କୋଟି ଟଙ୍କା ଅର୍ଜନ କରିବା ସହ ବହୁ ସମ୍ପତ୍ତିର ଅଧିକାରିଣୀ ହୋଇ ପାରିଥିଲେ । ତେବେ ଆଜି ୬ଟି ସ୍ଥାନରେ ସକାଳୁ ସକାଳୁ ଇଡି ରେଡ କରିବା ସହ ଆୟବର୍ହିଭୁତ ସମ୍ପତ୍ତି ଠାବ କରିବାରେ ଲାଗିଛି ।…

Read More

ସୂଚନା ଅଧିକାର ଆଇନରେ ମିଳିଲା ସାଙ୍ଘାତିକ ତଥ୍ୟ: ଟାଙ୍ଗୀ ଚୌଦ୍ୱାର ମହିଷାଲଣ୍ଡାରୁ ଆସିଲା କାଜୁଗଛ ଚୋରି

ସୂଚନା ଅଧିକାର ଆଇନରେ ମିଳିଲା ସାଙ୍ଘାତିକ ତଥ୍ୟ: ଟାଙ୍ଗୀ ଚୌଦ୍ୱାର ମହିଷାଲଣ୍ଡାରୁ ଆସିଲା କାଜୁଗଛ ଚୋରି #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଦୁର୍ନୀତି ବଢ଼ିବଢ଼ି ଚାଲିଛି । କେତେବେଳେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳି ତ ଆଉ କେତେବେଳେ ଆଠଗଡ଼ ନିର୍ବାଚନ ମଣ୍ଡଳି । ଏଠାରେ ଦୁର୍ନୀତି ବୃଦ୍ଧି ପାଇବା ଯୋଗୁଁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । କିଛି ନ୍ୟସ୍ତ ସ୍ୱାର୍ଥ ରାଜନେତାଙ୍କ ଯୋଗୁଁ ଏ ସବୁ ଅଞ୍ଚଳରେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ଅପହଞ୍ଚରେ ରହୁଥିବାବେଳେ…

Read More

ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ

ଗୋଲ୍ଡ ଲୋନ ସଂସ୍ଥାରୁ ଚୋରି କରି ଯୁବକ ଗିରଫ ଜଗତପୁର (ଏନ୍‌.ଏମ୍‌.): ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡ ସଂସ୍ଥାରୁ ଚୋରିକରିବା ଅଭିଯୋଗରେ ଆଜି ଜଗତପୁର ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରର ସେକ୍ ମୁସ୍ତାକ(୩୫) ବୋଲି ଜଣାପଡ଼ିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ସ୍ଥିତ ଇଣ୍ଡେଲ ମନି ଲିମିଟେଡର ବ୍ରାଞ୍ଚ ମ୍ୟାନେଜର ବିଭୁପ୍ରସାଦ ନିଶାଙ୍କ ଗତ ଅକ୍ଟୋବର ୨୯ତାରିଖରେ ତାଙ୍କ ବ୍ରାଞ୍ଚରୁ…

Read More

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ

ହେତୁବାଦୀ କର୍ମକର୍ତ୍ତାଙ୍କ ନାମରେ ଟାଙ୍ଗୀ ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଥାନାରେ ଅଭିଯୋଗ ଚୌଦ୍ୱାର(ଏନ୍‌.ଏମ୍‌.): ହେତୁବାଦୀ ଗୋଷ୍ଠୀଙ୍କ ବିରୋଧରେ ରାଜ୍ୟସାରା ଅସନ୍ତୋଷ ତେଜିବାରେ ଲାଗିଛି । ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ପଡ଼ିଥିବା ସୂର୍ଯ୍ୟ ପରାଗ ଦିନ ଆମିଷ ଭକ୍ଷଣ ଏବଂ ଗଣ ଭୋଜି ଦାନ ତଥା ହେତୁବାଦୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବିଭିନ୍ ଅପ୍ରାସଙ୍ଗିକ ମନ୍ତବ୍ୟ ସମଗ୍ର ହିନ୍ଦୁ ଧର୍ମ ତଥା ହିନ୍ଦୁ ସମାଜ ଓ ପରମ୍ପରା ପ୍ରତି କୁଠାରାଘାତ ବୋଲି ବିଭିନ୍ନ…

Read More

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି; ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ #କୋଣାର୍କ(ଏନ୍‌.ଏମ୍‌.): ଗୋଟିଏ ଗ୍ରାମରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ଗ୍ରାମର ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ତାଲା…

Read More

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା କଟକ(ଏନ୍‌.ଏମ୍‌.): ଗତ ୨୫ ତାରିଖରେ ହୋଇଥିବା ସୂର୍ଯ୍ୟ ପରାଗରେ ବିଭିନ୍ନ ଜ୍ୟୋତିର୍ବିତମାନଙ୍କ ମତ ଅନୁଯାୟୀ ଗ୍ରହଣ ଲାଗୁଥିବା ସମୟରେ ଲୋକମାନେ ଆମିଷ ବା ଗରିଷ୍ଠ ଖାଦ୍ୟ ଗ୍ରହଣ କରିବା ଅନୁଚିତ । ହେଲେ ହେତୁବାଦୀମାନେ ରାଜଧାନୀରେ ଚିକେନ୍ ବିରିୟାନି ଖାଇବା ବିବାଦ ଏବେ ତେଜିବାରେ ଲାଗିଛି । ଏଭଳି ସ୍ପର୍ଶକାତର ଘଟଣା ସମସ୍ତ ହିନ୍ଦୁବାଦୀଙ୍କ ମନକୁ ଶକ୍ତ ଆଘାତ ଦେଇଛି । ହେତୁବାଦୀ ସଙ୍ଗଠନ ନାମରେ…

Read More

କେନାଲରେ ବୁଡି କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କେନାଲରେ ବୁଡି କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ #ଜଗତପୁର(ଏନ୍‌.ଏମ୍‌.): ଗତକାଲି କେନ୍ଦ୍ରାପଡ଼ା କେନାଲରେ ଜଗତପୁର ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର +୨ଛାତ୍ରୀଙ୍କ ଶବ ମିଳିବା ପରେ ଆଜି ଘଟଣାର ଭିନ୍ନ ମୋଡ଼ ନେଇଛି । ସମ୍ପୃକ୍ତ ଛାତ୍ରୀଟି ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପରିବାର ପକ୍ଷରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର…

Read More

ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା

ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦେଲା ଓଡ଼ିଶା ସୁରକ୍ଷା ସେନା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହେତୁବାଦୀ ମାନଙ୍କ ବିରୋଧରେ ଏତେଲା ଦାୟର କରାଯାଇଛି । ଏତେଲାରେ ଲେଖାଯାଇଛି ଯେ ଭୁବନେଶ୍ୱର ଠାରେ ସୂର୍ଯ୍ୟପରାଗ ସମୟରେ ଧର୍ମ, ସଂସ୍କୃତି ଓ ପରମ୍ପରାରେ ଦ୍ୱନ୍ଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏବଂ ଧାର୍ମିକ ଭାବନାକୁ ଆଘାତ କରି ହେତୁବାଦୀମାନେ ଆମିଷ ଗଣଭୋଜିର ଆୟୋଜନ କରିଥିଲେ । ଏହି ଭୋଜି ଦ୍ୱାରା ସେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଆମ୍ଭ ମହାନ…

Read More