ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର ଟାଙ୍ଗୀ-ଚୌଦ୍ୱାର( ଏନ୍‍.ଏମ୍‍.): ବେଆଇନ ବାଲିଘାଟକୁ ନେଇ ଉଠିଛି ବିବାଦ । ଗୋଟିଏ ପଟେ ବାଲିଘାଟ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ତଥା ଜୋରଦାର ମୂଲକତାର ଚାଲୁଥିବା ଭଳି ଦେଖିବାକୁ ମିଳିଛି । ବେଆଇନଭାବେ ବାଲି ଚାଲଣ କରି ଲକ୍ଷାଧିକ ଟଙ୍କା ରୋଜଗାରର କରୁଥିବା ଦଲାଲମାନେ ସେମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଜୀବନରୁ ମାରିଦେବା ଭଳି ଘଟଣା ଦେଖାଦେଇଛି ।…

Read More

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ

ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ ଜଗତପୁର (ଏନ୍‍.ଏମ୍‍.): ପବିତ୍ର ଦିପାବଳୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ଦୀପ ପ୍ରସ୍ତୁତି ଚାଲିଛି ତ ଆଉ କେଉଁଠି ବାଣ । ତେବେ ବାଣ ବିକ୍ରି ଉପରେ କଟକଣା ରହିଥିବାବେଳେ କେବଳ ପୁଲିସ ପ୍ରଶାସନର ଅନୁମତି ନେଇ ବାଣ ଦୋକାନ ଖୋଲୁଛି । କିନ୍ତୁ ବିଭିନ୍ନ ସ୍ଥାନରେ ବେଆଇନ ବାଣ ତିଆରି ଚାଲୁଥିବା ଜଣାପଡ଼ିବା ପରେ କମିଶନରେଟ…

Read More

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ରାଜନୈତିକ ଶତୃତାକୁ ନେଇ ଶାସକ ଦଳର ଚାପରେ ଖୁଟୁଂଣୀ ଥାନା ଅଧିକାରୀ କାର୍ଯ୍ୟକରିବା ଏବଂ ବିନା ଦୋଷରେ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମୋକଦମା ଦାୟର କରିବା ଆଦି ଅଭିଯୋଗକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ କଟକ ଗ୍ରାମଞ୍ଚଳ ଏସ୍‌ପିଙ୍କୁ ଏକ ଲିଖିôତି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

Read More

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କରୋନା କାଳରେ ଆମ୍ବୁଲାନ୍ସ ନାଁରେ ଅର୍ଥ ଲୁଟ୍ ଅଭିଯୋଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଭୟାବହ କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ନାମରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଜନସାଧାରଣ କୋଭିଡ୍ ପଞ୍ଝାରେ ପଡି ଜୀବନ ହରାଇଥିବା ବେଳେ କିଛି ଲୋକ ଏହାର ସୁଯୋଗ ଦେଇ ରାଜ୍ୟ ସରକାରଙ୍କ ଅର୍ଥକୁ ବାଟମାରଣା କରିଥିବା ସଚେତନ ନାଗରିକ ମହାସଭା ଅଭିଯୋଗ ଆଣିଛି । କଟକ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ…

Read More

୩ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ିବସିଲା ପୁଲିସ : ବିହାରରୁ ଆଣି କଟକରେ ବିକ୍ରି କରୁଥିଲେ

୩ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ିବସିଲା ପୁଲିସ : ବିହାରରୁ ଆଣି କଟକରେ ବିକ୍ରି କରୁଥିଲେ କଟକ(ଏନ୍‌.ଏମ୍‌.): ରାଜ୍ୟ ବାହାରୁ ଚୋରା ବନ୍ଧୁକ ଓ ଗୁଳି ଆମଦାନୀ ହେଉଥିବା ବିଷୟରେ ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ସ୍ପେଶାଲ ସ୍କ୍ୱାର୍ଡ଼ ଓ ଲାଲବାଗ ଥାନା ପୁଲିସକୁ ବଡ ସଫଳତା ମିଳିଛି । ବିଳମ୍ବିତ ରାତିରେ ଡିଲ ଚାଲିଥିବାବେଳେ ପୁଲିସ ତିନି ବେପାରୀଙ୍କୁ ମାଡି ବସିଛି । ଅଭିଯୁକ୍ତମାନଙ୍କ ଠାରୁ ୩ଟି ବନ୍ଧୁକ, ୧୫ରାଉଣ୍ଡ…

Read More

ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ,

ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ଗିରଫ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡ଼ା ଥାନା ଅଧୀନ ଯୋଗିଆପଲ୍ଲୀ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ଗ୍ରାମରେ ଗତ ୨୦୧୯ ମସିହାରେ ସଂଘଟିତ ଧୋବା ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ସ୍ଥାନୀୟ ଅଂଚଳରୁ ଆଉ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ଇଶ୍ୱର ପ୍ରଧାନ ବୋଲି ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଥିଲେ । ଘଟଣା ପରଠାରୁ ସଂପୃକ୍ତ ବ୍ୟକ୍ତି ଫେରାର ହୋଇ…

Read More

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି : ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ;

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା , କଟକ(ଏନ୍‌.ଏମ୍‌.): ଏଣିକି ରାଜ୍ୟ ବାହାରୁ ମେଡ଼ିସିନ କିଣା ଉପରେ କଟକଣା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରର କିଛି ଅସାଧୁ ବ୍ୟବସାୟୀ ଅଧିକ ଅର୍ଥ ପାଇବା ଆଶାରେ ନକଲି ଔଷଧ ପ୍ରସ୍ତୁତ କରି ଲୋକଙ୍କ ଜୀବନ ସହ ଖେଳିବା ଆରମ୍ଭ କରିଛନ୍ତି । ଫଳରେ ଜୀବନ ରକ୍ଷା ନିମନ୍ତେ ସେବନ କରାଯାଉଥିବା ଔଷଧ ପ୍ରାଣଘାତୀ…

Read More

ସାଇକେଲ ଚୋର ଗିରଫ: ୧୬ ସାଇକେଲ ଜବତ

ସାଇକେଲ ଚୋର ଗିରଫ: ୧୬ ସାଇକେଲ ଜବତ ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲାର ଚୌଦ୍ୱାର ଥାନା ରେ ପ୍ରତିଦିନ ମିଳୁଛି ବହୁତ ବଡ ବଡ ସଫଳତା । ଅପରାଧୀଙ୍କ ଦ୍ୱାରା ହେଉଥିବା ଅପରାଧ ସବୁ ବିଫଳ କରାଉଛି । ଚୌଦ୍ୱାର ପୁଲିସ ପଞ୍ଝାରେ ପଡିଛି ଆଉ ଏକ ସାଇକେଲ ଚୋର । ଅଷ୍ଟମୀ ଦିନ ଚୌଦ୍ୱାରର ଜଣେ ସାମ୍ୱାଦିକ କଳିଙ୍ଗ ଛକରେ ଏକ ଦାମୀ ସାଇକେଲ ରଖି ୧୫ ମିନିଟରେ ଫେରିଲା ବେଳକୁ ସାଇକେଲଟି ଚୋରି ହୋଇଥଲା…

Read More

ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ

ଜଗତପୁର ଗୋଲେଇଛକରେ ଦୁଇ ଗୋରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ : କାର ଜବତ, ୨ ଗିରଫ କଟକ(ଏନ୍‌.ଏମ୍‌.): କମିଶନରେଟ ଥାନା ଅଞ୍ଚଳରେ ଏବେ ବାରମ୍ବାର ଗୋରୁ ଚୋରି ଏକ ସାଧାରଣ ଘଟଣା ହୋଇଗଲାଣି । ଚୌଦ୍ୱାର, ଜଗତପୁର ଅଞ୍ଚଳରେ ଘନଘନ ଗାଈ ଚୋରି ହେବା ଘଟଣା ପୁଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଏକାଧିକବାର ଗାଈ ଚୋରି ହୋଇଛି । ତେବେ ଗତ କାଲି ବିଳମ୍ବିତ ରାତିରେ…

Read More

ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର

ଅବକାରୀ ବିଭାଗର ଚଢ଼ାଉ:ଆଠଗଡ଼ ଅଞ୍ଚଳରୁ ବିପୁଳ ବେଆଇନ ମଦ ଜବତ, ମାଫିଆ ଫେରାର ଆଠଗଡ଼(ଏନ୍‌.ଏମ୍‌.): ପ୍ରଶାସନ ପକ୍ଷରୁ ଚୋରା ଦେଶୀ ମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ଯେତେ ପଦକ୍ଷେପ ନେଲେ ମଧ୍ୟ ଚୋରା ମଦ ମାଫିଆଙ୍କ ପାଖରେ ସବୁ ବିଫଳ ହୋଇଛି । ଫଳରେ ବିଭାଗୀୟ କର୍ତ୍ତୃପକ୍ଷ ଡାଳେ ଡାଳେ ଗଲେ ମଦ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅତୀତରେ ଚୋରା ଦେଶୀ ମଦ ଯୋଗୁଁ ଶହ ଶହ ଜନସାଧାରଣ…

Read More

ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା ଜଗତପୁର (ଏନ୍‌.ଏମ୍‌.): ଆଜି ଜଣେ ଯୁବତୀ ହଠାତ୍ ବେକରେ ଓନି ଲଗାଇ ଝୁଲି ପଡ଼ି ଆତ୍ମହତ୍ୟା କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ପାଞ୍ଚଘରିଆ ସାହିରେ ଭଡାରେ ରହୁଥିବା ସ୍ୱୟଂପ୍ରଭା ବେହେରା (୨୨) ନାମକ ଜଣେ ଯୁବତୀ ବେକରେ ଓନି ଲଗାଇ ଆତ୍ମହତ୍ୟା କରିଛନ୍ତିି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଯୁବତୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ…

Read More

ମେଟ୍ରୋ ବିଲଡର୍ସ ସଂସ୍ଥା ନାମରେ ଭିଜିଲାନ୍ସ କୋର୍ଟରେ ମାମଲା: ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ତଦକାଳୀନ ଆଇଏଏସ ଅଧିକାରୀ ଯିବେ ଜେଲ!

ମେଟ୍ରୋ ବିଲଡର୍ସ ସଂସ୍ଥା ନାମରେ ଭିଜିଲାନ୍ସ କୋର୍ଟରେ ମାମଲା: ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ତଦକାଳୀନ ଆଇଏଏସ ଅଧିକାରୀ ଯିବେ ଜେଲ! ଭୁବନେଶ୍ୱର (ଏନ୍‌.ଏମ୍‌.): ଭିଜିଲାନ୍ସ କୋର୍ଟରେ ମେଟ୍ରୋ ବିଲଡର୍ସ ନାମରେ ମାମଲା ହୋଇଥିବାବେଳେ ଆଜି ବିଲଡର୍ସ କର୍ତ୍ତୃପକ୍ଷଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମଡି ଇଂ. ମହମ୍ମଦ ମୋକିମଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ…

Read More