ନେମାଳ ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ : ସମ୍ପର୍କୀୟ ନାତିକୁ ଗିରଫ କଲା ପୁଲିସ
ନେମାଳ ଡକାୟତି ଓ ହତ୍ୟା ମାମଲାର ପର୍ଦାଫାଶ : ସମ୍ପର୍କୀୟ ନାତିକୁ ଗିରଫ କଲା ପୁଲିସ କଟକ/ସାଲେପୁର (ଏନ୍.ଏମ୍.): ନେମାଳ ଲେଣ୍ଡୁରା ଭଗବାନପୁର ଡକାୟତି ଓ ହତ୍ୟା ମାମଲାରେ ପୁଲିସ ପର୍ଦ୍ଦାଫାଶ କରିଛି । ଡକାୟତ ନୁହେଁ ନିଜେ ମୃତକଙ୍କ ସମ୍ପର୍କୀୟ ନାତି ଯୋଜନାବଦ୍ଧ ଭାବେ ଭିଆଇଥିଲା ଏହି ଅଭାବନୀୟ କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି । ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି । ଓମ୍…
