ପବିତ୍ର ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ
ପବିତ୍ର ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ କଟକ(ଏନ୍.ଏମ୍.): ଜନ୍ମ ବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ପ୍ରଭୁ ଜଗନାଥ। ନ’ଦିନ ଜନ୍ମବେଦୀରେ ରହି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୂଦର୍ଶନଙ୍କୁ ସାଥିରେ ଧରି ଜଗନ୍ନାଥ ଫେରିଲେ ନିଜ ମନ୍ଦିରକୁ ଅର୍ଥାତ ରତ୍ନବେଦୀକୁ। ରଥଯାତ୍ରା ଦିନ ପ୍ରଭୁ ରଥାରୂଢ଼ ହୋଇ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ଯାତ୍ରା କରୁଥିବାରୁ ଏହି ଯାତ୍ରାକୁ ଶ୍ରୀଗୁଣ୍ଡିଚା କୁହାଯାଏ। ସେହିପରି ଫେରନ୍ତା ଯାତ୍ରାରେ ପ୍ରଭୁଙ୍କର ଘର ବାହୁଡ଼ା ହୋଇଥିବାରୁ ଏହାକୁ ବାହୁଡ଼ା ଯାତ୍ରା କହିଥାନ୍ତି।…
