ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ
ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ #କଟକ(ଏନ୍.ଏମ୍.): କଟକ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓ ସାଧାରଣ ନିର୍ବାଚନରେ କଟକ ସଦରରୁ ସ୍ୱାଧୀନ ବିଧାୟକ ପାର୍ଥୀଭାବେ ସାମାଜିକ କର୍ମୀ ସୁକାନ୍ତ ସେଠୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛନ୍ତି ।…


