ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍
ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍ #କଟକ(ଏନ୍.ଏମ୍.): ସିଏମସି ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ମହିଳାମାନଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି । କଟକ ଗସ୍ତରେ ଆସିଥିବା ବିଜେଡି ନେତା ତଥା ୫ଟି…

