ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ
ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ #ଚୌଦ୍ୱାର(ଏନ୍.ଏମ୍.): ଆଜି ଭୋରୁ ଭୋରୁ ୫୫ନମ୍ବର ଜାତୀୟ ରାଜପଥ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ସାଢେ ୩ଟା ସମୟରେ ଓଡି ୦୫ ବିକେ ୫୪୭୫ ନମ୍ବର ବିଶିଷ୍ଟ ଶ୍ରୀ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ଦେବଗଡ଼ ଅଞ୍ଚଳରୁ ଭୁବନେଶ୍ୱର ଆସୁଥିବା ସମୟରେ ସ୍ଥାନୀୟ ନୂଆପାଟଣା କଫିବାର ଛକ ନିକଟରେ ଦୁର୍ଘଟଣା…
