ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ
ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ #ଜଗତସିଂହ ପୁର (ଏନ୍.ଏମ୍.): ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ପଞ୍ଚାୟତରେ ସରପଞ୍ଚ ନିବେଦିତା ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ ବେହେରା, ଗଙ୍ଗାଧର ବିଶ୍ୱାଳ, ସୁଜିତ ମହାପାତ୍ର,…
