ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ

ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ #କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଡାକ ସେବକସଙ୍ଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସହରର ହୋଟେଲ ଗୋଲଡେନ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଲିୟାକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସହିଦ ବେଦୀରେ ମାଲ୍ୟାର୍ପଣ ପରେ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକନେତା ଗୟାଧର…

Read More

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିତରଣ

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିତରଣ ‘ବିଭିନ୍ନ କେନ୍ଦ୍ର ଓ ଭ୍ରାମ୍ୟମାଣ ଶିବିର ଜରିଆରେ ବିତରଣ ଜାରି ରହିବ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମ ରହିଥିବାବେଳେ ସେମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତଥା ଅନ୍ୟାନ୍ୟ ସହାୟକ ସରଞ୍ଜାମ ଯୋଗାଇ ଦିଆଯିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆଜି ୟୁନିଟ୍‌-୬ସ୍ଥିତ…

Read More

କେନ୍ଦୁ ଗୋଛା କାଟିଲେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର

କେନ୍ଦୁ ଗୋଛା କାଟିଲେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର #ପାଟଣାଗଡ଼(ଏନ୍‌.ଏମ୍‌.): ପାଟଣାଗଡ଼ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗ୍ରାମରେ ୨୦୨୪ ବର୍ଷ କେନ୍ଦୁପତ୍ର ଗୋଛା କଟେଇ ଆରମ୍ଭ ହୋଇଛି । ଗୋଛା କଟେଇରେ ଗ୍ରାମର ୩୭ଜଣ ମହିଳା ପୁରୁଷ ଶ୍ରମିକ ଯୋଗ ଦେଇଥିଲେ । ପାଟିମାଲ ସେକ୍ସନ ଫରେଷ୍ଟର ପଦ୍ମଲୟା ସେଠ ତଦାରଖ କରି ଶ୍ରମିକଙ୍କୁ ଠିକ ହିସାବରେ କେନ୍ଦୁ ପତ୍ର କାଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଗୋଛାକୁ ଠିକରେ କାଟିଲେ ଉପଯୁକ୍ତ ପତ୍ର ବାହାରିବ…

Read More

ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଗତ କାଲି ଅର୍ଥାତ ଫେବୃୟାରୀ ୨୪ତାରିଖ ଶନିବାର ରାଜ୍ୟ ସରକାର ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣା କରିଥିବାବେଳେ ଆଜି ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଆଉଗୋଟିଏ ଏନଏସି ବୃଦ୍ଧି କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କରାଯିବାପରେ ନୂତନ ଏନଏସି ୩୪ ବଦଳରେ ୩୫କୁ ବୃଦ୍ଧି ପାଇଛି । ୩୪ଟି ଏନଏସି ମଧ୍ୟରେ ବୀରମହାରାଜପୁର ତାଲିକାଭୁକ୍ତ ହୋଇନଥିବା…

Read More

କଟକରେ ବିଜେପି ପକ୍ଷରୁ ବିଶାଳ ଯୁବ ଆକ୍ରୋଶ ସମାବେଶ

କଟକରେ ବିଜେପି ପକ୍ଷରୁ ବିଶାଳ ଯୁବ ଆକ୍ରୋଶ ସମାବେଶ #କଟକ (ଏନ୍‌.ଏମ୍‌.): କଟକରେ ଏବେ ବିଜେପି ନିଜର ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛି । ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ସଂଗଠନ ସେତିକି ସେତିକି ପ୍ରସ୍ତୁତ ହେଉଛନ୍ତି ପ୍ରତିଦ୍ୱନ୍ଦୀଙ୍କୁ ମୁକାବିଲା କରିବା ପାଇଁ । ଏହି ପରିପ୍ରେକ୍ଷୀରେ କଟକରେ ବିଜେପି ମଧ୍ୟ ତା’ର ପ୍ରସ୍ତୁତି ଜାରି ରଖିଛି । ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ପଲାଇଙ୍କ ନେତୃତ୍ୱରେ ବାରବାଟୀ-କଟକ…

Read More

ଖୋର୍ଦ୍ଧା ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ଦ୍ୱିବାର୍ଷିକ ସାଧାରଣ ସଭା

ଖୋର୍ଦ୍ଧା ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ଦ୍ୱିବାର୍ଷିକ ସାଧାରଣ ସଭା #ଖୋର୍ଦ୍ଧା (ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା କମିଟିର ତୃତୀୟ ଦ୍ୱିବାର୍ଷିକ ସାଧାରଣ ସଭା ସ୍ଥାନୀୟ ବରମୁଣ୍ଡା କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ ସଦସ୍ୟ ଏହି ସଭାରେ ଯୋଗ ଦେଇଥିଲେ । ରାଜ୍ୟ କମିଟି ସଭାପତି ବିଜୟ କୁମାର ଜେନା ଓ ସର୍ବଭାରତୀୟ ଉପସଭାପତି…

Read More

ରାଜ୍ୟସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ୩୪ଟି ନୂଆ ଏନ୍‌ଏସି ସହିତ ୫ ଏନ୍‌ଏସିକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା

ରାଜ୍ୟସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ୩୪ଟି ନୂଆ ଏନ୍‌ଏସି ସହିତ ୫ ଏନ୍‌ଏସିକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି । ସେହିପରି ୫ଟି ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ରାଜ୍ୟରେ ୧୧୫ଟି ସହରାଞ୍ଚଳ ପରିଷଦ ଥିବାବେଳେ ଆଜି ଏଥିରେ ଆଇ ୩୪ଟି ଯୋଡ଼ିହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ…

Read More

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): କଟକ ନଗର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲେଜଛକ ଦୁର୍ଗା ମଣ୍ଡପ କାର୍ଯ୍ୟାଳୟ ସଭାଗୃହରେ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ କାର୍ଯ୍ୟକ୍ରମ ସହ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମକୁ ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ…

Read More

କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ

କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ #କଟକ/ଚୌଦ୍ୱାର(ଏନ୍‌.ଏମ୍‌.): କଟକ ସିଡିଏ ସେକ୍ଟର -୭ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଏବଂ ହକି ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡା ଭିତିଭୂମି ସମୂହର ଉଦଘାଟନ କରିବା ଅବସରରେ କଟକର ଚୌଦ୍ୱାର, ନୂଆବଜାର, ଗୋପାଳପୁର ଏବଂ ସିଡିଏଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟନ କରିଥିବାବେଳେ ସିଡିଏ ଠାରେ ହକି ଷ୍ଟାଡିୟମକୁ ଲୋକାର୍ପିତ…

Read More

ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ

ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ #କଟକ(ଏନ୍‌.ଏମ୍‌.): ଦାରୁଣ ଦଇବ ସହିଲାନି ସୁଖ । ହସଖୁସିର ସଂସାରକୁ ଭାଙ୍ଗିଦେଲା ମୁହୃର୍ତ୍ତକ ଭିତରେ । ଘରେ କୁନିକୁନି ଛୁଆ ୩ଟି ଆଉ ବିଧବା ମା ସହିତ ପତ୍ନୀଙ୍କ ଠାରୁ ଛଡ଼ାଇନେଲା ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ । ବେସାହାରା ହୋଇଗଲେ ସମସ୍ତେ । ଆଜି ପତ୍ନୀ ଆଖିରୁ ଲୁହ ସୁଖିନଥିବାବେଳେ ମା’ ଝୁରୁଛି ଏକୋଇର ବଳା ବିଶିକେସନକୁ । ଆଉ…

Read More

ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଉନ୍ନତିକରଣ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର

ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଉନ୍ନତିକରଣ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): ସିଏମସି ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ବହୁ ଯୁଗରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାର ଓ ସିଏମସି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ, ପାଣିର ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଚାରି…

Read More

ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା

ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା #ତିର୍ତ୍ତୋଲ (ଏନ୍‌.ଏମ୍‌.): ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତା ମାନେ ଭୋଟର ମାନଙ୍କୁ ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଏବେ କଂଗ୍ରେସ ଭଳି ଜାତୀୟ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ତେବେ କେବଳ କଂଗ୍ରେସ କାହିଁକି ରାଜ୍ୟରେ ବିଜେଡି, ବିଜେପି ମଧ୍ୟ ମହିଳା କାର୍ଡ଼ ଖେଳିବା ଆରମ୍ଭ…

Read More