ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି

ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି #ପାଟଣାଗଡ଼ (ଏନ୍‌.ଏମ୍‌.): ସରକାର ଶ୍ରମିକମାନଙ୍କର କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ମେରୀ ରାୟନୀତି ଯୋଗୁଁ ସରକାରୀ ସହାୟତା ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ରହି ଯାଉଛି । ସେଥି ମଧ୍ୟରୁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଘର, ସାଇକେଲ, ଯନ୍ତ୍ରପାତି, ବୋଟ୍ ଟୋପି, ହଏଣ୍ଡଗ୍ଳୋଭ ଆଦି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ଯୋଗାଇ…

Read More

ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ

ଓଡ଼ିଆ ବରପୂତ୍ରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ କରିବା ଦାବିରେ ବିକ୍ଷୋଭ #ଭୁବନେଶ୍ୱର (ଏନ୍‌.ଏମ୍‌.): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଉଦଘାଟିତ ହେଉଥିବା ଭୁବନେଶ୍ୱର ବରମୁଣ୍ଡା ମୁଖ୍ୟ ବସଷ୍ଟାଣ୍ଡ ଜଣେ ଓଡ଼ିଆ ବରପୂତ୍ରଙ୍କ ନାମରେ ନାମକରଣ ନହେବା ଅନେକ ଓଡ଼ିଆ ସ୍ୱାଭିମାନୀ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି । ଓଡ଼ିଆଙ୍କ ରାଜକୋଷରୁ ଅର୍ଥ ବ୍ୟୟ କରାଯାଇ ସେହି ଅର୍ଥରେ ଓଡ଼ିଆ ସ୍ୱାଭିମାନକୁ ବାରମ୍ବାର ଆଘାତ କରିବା ଓଡ଼ିଆଙ୍କ ସହନଶୀଳତାକୁ ଆହ୍ୱାନ କରୁଛି ବୋଲି ମତ ପ୍ରକାଶ ପାଇଛି ।…

Read More

ସହର ବିକାଶରେ ନୂଆ ମାଇଲଷ୍ଟୋନ: ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର

ସହର ବିକାଶରେ ନୂଆ ମାଇଲଷ୍ଟୋନ: ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଭ-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଫେବର ଟାଇଲ ରାସ୍ତା, ସ୍ୱେରେଜ ସିଷ୍ଟମ ଓ…

Read More

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି

ଗଡଗଡେଶ୍ୱର ମନ୍ଦିରର ଜିର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି #କଟକ(ଏନ୍‌.ଏମ୍‌.): କଟକ ସହରରେ ବୈଷ୍ଣବ ଧର୍ମ ଆଗମନର ମୁକସାଖୀ ମହାନଦୀର ଗଡ଼ଗଡ଼ିଆ ଘାଟରେ ଥିବା ଗଡଗଡେଶ୍ୱର ମନ୍ଦିରର ଜିଣ୍ଣୋଦ୍ଧାର ସହ ନୂତନ ମନ୍ଦିର ପ୍ରତିଷ୍ଠା ନେଇ ଚୁଡାନ୍ତ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି । ମହାନଦୀ କୂଳରେ ଆବାହମାନ କାଳରୁ ପୂଜା ପାଇ…

Read More

ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪

ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍‌ଡି ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪ #ଭୁବନେଶ୍ୱର(ଏନ୍‌.ଏମ୍‌.): ଇପିକଲ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭୂପେନ୍ଦ୍ର ସିଂହ ପୁନିଆ ଓଡିଶାକୁ ବ୍ୟବସାୟ କରିବାର ଖର୍ଚ୍ଚ ଓ ସୁଗମ ବ୍ୟବସ୍ଥା ଦୃଷ୍ଟିରୁ ଦେଶର ଅନ୍ୟତମ ସର୍ବୋତମ ରାଜ୍ୟ ଭାବେ ଆଲୋକପାତ କରିଛନ୍ତି । ଭୁବନେଶ୍ୱରରେ ଆସୋଚାମ ଦ୍ୱାରା ଆୟୋଜିତ ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭରେ ନିଜର ମତବ୍ୟକ୍ତ କରି ଶ୍ରୀ…

Read More