ଖୋର୍ଦ୍ଧା ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ଦ୍ୱିବାର୍ଷିକ ସାଧାରଣ ସଭା
ଖୋର୍ଦ୍ଧା ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ଦ୍ୱିବାର୍ଷିକ ସାଧାରଣ ସଭା #ଖୋର୍ଦ୍ଧା (ଏନ୍.ଏମ୍.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା କମିଟିର ତୃତୀୟ ଦ୍ୱିବାର୍ଷିକ ସାଧାରଣ ସଭା ସ୍ଥାନୀୟ ବରମୁଣ୍ଡା କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଖୋର୍ଦ୍ଧା ଜିଲ୍ଲାରୁ ଶତାଧିକ ସଦସ୍ୟ ଏହି ସଭାରେ ଯୋଗ ଦେଇଥିଲେ । ରାଜ୍ୟ କମିଟି ସଭାପତି ବିଜୟ କୁମାର ଜେନା ଓ ସର୍ବଭାରତୀୟ ଉପସଭାପତି…
