ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା
ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା ଜଗତପୁର(ଏନ୍.ଏମ୍.): ଶ୍ରୀସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ସାଇ ବାବାଙ୍କ ତ୍ରୟୋଦଶ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମାଘ ସପ୍ତମୀ ଅବସରରେ ମହାନଦୀ ବଟେଶ୍ୱର ଘାଟରୁ ଜଳ ପୂର୍ଣ୍ଣ କଳସୀ ଧରି ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଆସିଥିଲେ । ବିଭିନ୍ନ ଘଣ୍ଟ ବାଦ୍ୟ ଓ ଡିଜେ ସାଉଣ୍ଡର ତାଳେ ତାଳେ ଶ୍ରଦ୍ଧାଳୁମାନେ ସ୍ଥାନୀୟ ଶିକାରୀପୁର, କୃଷ୍ଣେଶ୍ୱର ମନ୍ଦିର, ଗୟାନା ଛକ,…
