ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବସ କଟକ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବସ କଟକ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ #କଟକ(ଏନ୍‌.ଏମ୍‌.): ୧୬ ନମ୍ବର ଜାତୀୟ ରାଜପଥ ବାଲିକୁଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚନ୍ଦନ ନାମକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ସମୟରେ ସ୍ଥାନୀୟ କଟକ ବାଲିକୁଦା ନିକଟରେ ହଠାତ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସଂଧ୍ୟା ପ୍ରାୟ ୭ଟା ସମୟରେ ଓଆର ୦୫ ଏଜେ ୭୪୫୫ ନମ୍ବର ବିଶିଷ୍ଟ ଚନ୍ଦନ ନାମକ…

Read More

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ରଣକୌଶଳ ଆପଣେଉଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଦଳରୁ ପ୍ରଭାବଶାଳୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରି ସଂଗଠନକୁ ଅଧିକ ମଜଭୁତ କରିବାକୁ ବିଜେପି ଉଦ୍ୟମ କରୁଥିବାବେଳେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଦଳରେ ବିଭିନ୍ନ ସଂଗଠନ ମଧ୍ୟରେ ମହିଳା…

Read More

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ପୂର୍ବଭଳି ବିଜେଡି ସମର୍ଥନ ଜଣାଇଛି । ଫଳରେ ଏପର ବି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବାକୁ ରାସ୍ତା ପରିଷ୍କାର ହୋଇଛି । ଓଡ଼ିଶାରୁ ୩ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ନୂତନ ପ୍ରାର୍ଥୀପାଇଁ ନାମାଙ୍କନ ଦାଖଲ…

Read More