କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଖରା ଓ ଶାଳଗାଁ ଗ୍ରାମପଞ୍ଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏହି ପର୍ବରେ ବିଜେପିର ରାଜ୍ୟସ୍ତରୀୟ ନେତୃଙ୍କ ଉପସ୍ଥିତିରେ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଶାଳଗାଁ ପଞ୍ଚାୟତର ପ୍ରଭାବଶାଳୀ ସରପଞ୍ଚ ପବିତ୍ର ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ତଥା ନଖରା ପଞ୍ଚାୟତର ସରପଞ୍ଚ ମଧୁଛନ୍ଦା…

Read More