ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ
ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ #ଜଗତପୁର(ଏନ୍.ଏମ୍.): ରାଜ୍ୟରେ ଜନସାଧାରଣ ତ୍ୱରିତ ତଥା ଉନ୍ନତ ଚିକିତ୍ସା ସେବା ପାଇବା ଉପରେ ରାଜ୍ୟସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଠାରୁ ଆରମ୍ଭ କରି ଘର ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବିଶେଷ କରି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଗୁରୁତ୍ୱ…
