ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ
ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ ଚଷାପଡା ଗ୍ରାମକୁ ସ୍ୱଛ ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର #କଟକ(ଏନ୍.ଏମ୍.): ରାଜ୍ୟ ସରକାର ଜନସାଧାରଣଙ୍କ ପିଇବା ପାଣି ନିମନ୍ତେ ସ୍ୱଛପାନୀୟ ଜଳଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ତାହା ସମୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ । ଏଭଳି ଘଟଣାକୁ ନେଇ ଚୌଦ୍ୱାର-କଟକ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ସ୍ଥିତ ଚଷାପଡା ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ପାଇଁ…
