କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ #କଟକ(ଏନ୍.ଏମ୍.): କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ସ୍ଥାନୀୟ ଜଗତପୁର ଜଳସେଚନ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୨ଟି ୱାର୍ଡ଼ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ହେମନ୍ତ ବେହେରା, ସରସ୍ୱତୀ ବାରିକ, ସଂଗ୍ରାମ ସ୍ୱାଇଁ,…
