ପେଟିନସାହି ଅଞ୍ଚଳରେ ମହିଳା କଂଗ୍ରେସ ବୈଠକ

ପେଟିନସାହି ଅଞ୍ଚଳରେ ମହିଳା କଂଗ୍ରେସ ବୈଠକ #କଟକ (ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସି ୱାର୍ଡ ନଂ-୨୧ ଅନ୍ତର୍ଗତ ପେଟିନ ସାହି ଅଞ୍ଚଳର ମହିଳାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ଶୈଳବାଳା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯିବା ସହ ଉକ୍ତ ୱାର୍ଡରେ କିପରି ସଂଗଠନକୁ ଆହୁରି ସୁଦୃଢ କରାଯିବ ଏବଂ…

Read More

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ଚିତ୍ରକଳା ପ୍ରଦର୍ଶନୀ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ଚିତ୍ରକଳା ପ୍ରଦର୍ଶନୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ରେଭେନ୍‌ସା ବିଶ୍ୱବ୍ୟିାଳୟରେ ଦୁଇଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା ହୋଇଯାଇଛି । କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପଦ୍ୱାରା ଆୟୋଜିତ ଚିତ୍ରକଳା ଶିବିରକୁ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ । ଦୁଇଦିନଧରି ଚାଲିଥିବା ବିଭିନ୍ନ ସଂପାନରେ ଓଡ଼ିଶାର ବିଶିଷ୍ଟ ଅତିଥି ଯୋଗଦେଇ, ବିଶିଷ୍ଟ ଅତିଥିମାନେ ବୁଲିଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଆ ଭାଷା,ସାହିତ୍ୟ…

Read More

ରାଜଭବନରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ର ଓଡ଼ିଶା କଂଟିଜେଣ୍ଟ, ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ- ରାଜ୍ୟପାଳ

ରାଜଭବନରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ର ଓଡ଼ିଶା କଂଟିଜେଣ୍ଟ ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ- ରାଜ୍ୟପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ପୃଥିବୀର ଏକ ଯୁବ ଦେଶ । ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଓ ଦେଶର ଭବିଷ୍ୟତ । ଏନସିସି ଯୁବଛାତ୍ରମାନଙ୍କୁ ଅନୁଶାସନ, ସମର୍ପଣ ଏବଂ ଦେଶ ସେବାର ଭାବ ଓ ଭାବନାରେ ଉଦ୍‌ବୁଦ୍ଧ କରେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା…

Read More

ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ

ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ ମାତୃଶକ୍ତି ହିଁ ମୋର ଚଳାପଥକୁ ସଫଳ କରିବ: ବିଧାୟକ ସରୋଜ ମେହେର ପାଟଣାଗଡ଼ (ଏନ୍‌.ଏମ୍‌.): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଘସିଏନ ଖେଳପଡିଆ ଠାରେ ବିଜୁଜନତା ଦଳ ପକ୍ଷରୁ ୧୪ ନମ୍ବର ଜୋନସ୍ତରୀୟ ବିରାଟ ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସମାବେଶରେ ସରକାରୀ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୂଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ।…

Read More

ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ

ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ #ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ଭୋରୁ ଭୋରୁ ୫୫ନମ୍ବର ଜାତୀୟ ରାଜପଥ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ସାଢେ ୩ଟା ସମୟରେ ଓଡି ୦୫ ବିକେ ୫୪୭୫ ନମ୍ବର ବିଶିଷ୍ଟ ଶ୍ରୀ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ଦେବଗଡ଼ ଅଞ୍ଚଳରୁ ଭୁବନେଶ୍ୱର ଆସୁଥିବା ସମୟରେ ସ୍ଥାନୀୟ ନୂଆପାଟଣା କଫିବାର ଛକ ନିକଟରେ ଦୁର୍ଘଟଣା…

Read More