ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #ବ୍ରହ୍ମପୁର(ଏନ୍.ଏମ୍.): ବିଷ ପାନ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଆଖି…












