ମହାନଦୀରେ ଗୋଡ଼ ଖସି ଯୁବକ ନିଖୋଜ
ମହାନଦୀରେ ଗୋଡ଼ ଖସି ଯୁବକ ନିଖୋଜ [caption id="attachment_10696" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବୀଦ୍ୱାର ବୁଲିବାକୁ ଆସି ମହାନଦୀରେ ଗାଧୋଇବା ବେଳେ ସ୍ରୋତପାଣିରେ ଗୋଡ଼ ଖସି ଯିବାରୁ ଜଣେ ଯୁବକ…












