ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ
ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ #ପୁରୀ(ଏନ୍.ଏମ୍.): ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଘୁଞ୍ଚାଇ ଦିଆଯାଇଥିବା ଘଟଣାକୁ ନେଇ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଅକ୍ଟୋବର ୩ ତାରିଖ ଦିନ ଆଇନଜୀବୀ କମିଟି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛି । କାର୍ଯ୍ୟ ସମାପନ ନିମନ୍ତେ…












