ନେତାଜୀ ପ୍ରଭାତ ଶାଖା ତରଫରୁ ସଫେଇ କାର୍ଯ୍ୟକ୍ରମ
ନେତାଜୀ ପ୍ରଭାତ ଶାଖା ତରଫରୁ ସଫେଇ କାର୍ଯ୍ୟକ୍ରମ [caption id="attachment_11442" align="alignnone" width="300"] News By Smrutiranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସ୍ଥାନୀୟ କୟଲପଡ଼ା ପଞ୍ଚାୟତରେ ସେବା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ବାଲୁଙ୍କେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଆରଏସଏସ ସଙ୍ଘର ନେତାଜୀ ପ୍ରଭାତ୍…












