ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ବିଶାଳ ମୟୂରଭଞ୍ଜ ଭୂଖଣ୍ଡର ଦୁର୍ଗମ ଇଲାକାରେ ବସବାସ…

Read More

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର ବାଲେଶ୍ୱର/କଟକ/ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନ ସହ ଏକ୍ସପ୍ରେସ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସର ୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଅନ୍ଧାର…

Read More

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା #କଟକ(ଏନ.ଏମ୍‌.): ଏଆଇୟୁଟିୟୁସି ସହ ଅନୁବନ୍ଧିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ଠାରେ ପାଚିକା ସହାୟିକା ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା । ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ସ୍କୁଲ ପାଚିକା ମାନଙ୍କୁ ତାଙ୍କର ନିର୍ଧାରିତ କାମ ଛଡା ସ୍କୁଲରେ ଅନ୍ୟାନ୍ୟ କରମେ ନିୟୋଜିତ…

Read More

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ #ଭୁବନେଶ୍ୱର/ ନବରଙ୍ଗପୁର(ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ…

Read More

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ନବ ନାୟକଙ୍କର ରଚିତ କବିତା ପୁସ୍ତକ ମୂକ ମୂଖଶାଳା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ କୁମାର ଆଚାର୍ଯ୍ୟ ଯୋଗଦେଇ ଉନ୍ମୋଚିତ ଏହି ପୁସ୍ତକରେ ଯେତେ ଗୋଟି କବିତା ଲେଖାଯାଇଛି ଏହା ସମାଜର ମହତ୍ୱ ଉଦ୍ଦେଶ୍ୟରେ ରଖାଯାଇଛି । ଏପରିକି କୋଣାର୍କର ମୁଖଶାଳା ଉପରେ ମଧ୍ୟ କବିତା ଲେଖାଯାଇଛି । ଉତ୍କଳ ସାହିତ୍ୟସମାଜ…

Read More

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା -ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀ – ବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ ଅଧ୍ୟକ୍ଷ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀଙ୍କ ଅର୍ଥ ହରିଲୁଟ ସମ୍ପର୍କିତ ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଲୋକଲୋଚନକୁ ଆସିଛି । ମହିଳା କିରାଣୀ ଜଣକ ୨୦୧୭ ମସିହାରୁ ୨୦୨୨ ମସିହା ଡିସେମ୍ବର ମାସ ମଧ୍ୟରେ…

Read More

ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା

ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅଞ୍ଚଳର କାର୍ଯ୍ୟ ରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାଯୋଗାଣ ବିଭାଗ ଅଧିକାରୀଙ୍‌କ ସହ ସବିଶେଷ ଆଲୋଚନା କରିଥିଲେ । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଏ…

Read More